ରାବଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

=== ଦେଶଜ - ବିଣ—(ରାବଣ ପରି)

ଅତି ଦୀର୍ଘକାୟ — Gigantic.

[ଦ୍ରଷ୍ଟବ୍ୟ —ଧାନ ଆଦି ଗଛ ଅତିରିକ୍ତ ରୂପେ ବଢ଼ିଗଲେ ଲୋକେ କହନ୍ତି ଏ ଗଛଗୁଡ଼ାକ ରବଣା ହୋଇ ବଢ଼ି ଯାଉଛନ୍ତି ବୃହତ୍କାୟ ଓ ଡ଼େଙ୍ଗାବ୍ୟକ୍ତିଙ୍କୁ ମଧ୍ୟ 'ରାବଣା' ବିଶେଷଣ ଦିଆଯାଏ]

ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ମୋଟ ଶାରଦ ଧାନ —Name of a coarse king of paddy; Spinifix Squarrosus (Haines).

ପ୍ରାଦେଶିକ - (ବୌଦ୍ଧ,ଆଠମଲ୍ଲିକ) ବିଶେଷ୍ୟ - ସମ୍ପାଦନା

ଶାଗୁଣା —Vulture.