ରାଧାକୃଷ୍ଣ
ରାଧାକୃଷ୍ଣ
ଉଚ୍ଚାରଣ
ସମ୍ପାଦନାରାଧାଗୋବିନ୍ଦ, ରାଧାଶ୍ୟାମ(ଚନ୍ଦ୍ର), ରାଧା ମାଧବ, ରାଧାଦାମୋଦର—ଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ -[ଦ୍ୱନ୍ଦ]
ସମ୍ପାଦନାରାଧାଙ୍କର ଓ ଶ୍ରୀକୃଷ୍ଣଙ୍କର ଏକତ୍ର ସନ୍ନିବିଷ୍ଟ ଯୁଗଳରୂପ —Rādhā and Kṛushṇa standing or siting together or embracing each other.
ଦେଶଜ - ବିଶେଷ୍ୟ - ପୁଂ.
ସମ୍ପାଦନାଲୋକଙ୍କ ନାମ —A name given to male.