ରାଦ୍ଧ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ରାଧ୍ ଧାତୁ=ନିଷ୍ପନ୍ନ କରିବା+କର୍ମ. ତ)

ସମ୍ପାଦନା
୧. ନିଷ୍ପନ୍ନ; ସିଦ୍ଧ —୧. Accomplished.
୨. ସମ୍ପନ୍ନ — ୨. Finished; completed.
୩. ରନ୍ଧା ହୋଇ ଥିବା (ହିନ୍ଦୀ - ଶ) —୩. Cooked.