ରାତ୍ର ପାହା(ନ୍ତି)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରାତ୍ର ପାହିବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ପ୍ରଭାତ ସମୟ ଉପସ୍ଥିତ ହେବା ସମୟ —Daybreak; dawn.

[ଦ୍ରଷ୍ଟବ୍ୟ —ଭାଷାରେ 'ରାତି' ଶବ୍ଦ ସଙ୍ଗେ ଯେତେ ଶବ୍ଦ ବ୍ୟବହାର ହୁଏ, ସାଧୁଭାଷା ବ୍ୟବହାରପ୍ରିୟ ବ୍ୟକ୍ତିମାନେ କରିବା ଦେଖାଯାଏ, ଯଥା—ରାତ୍ରଭୋର; ରାତ୍ରଭୋଜନ]