ରାଣ୍ଡିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

୧. ବେଶ୍ୟା ବା ରାଣ୍ଡ ସହିତ ସହବାସକାରୀ; ବେଶ୍ୟାସକ୍ତ —୧. Habitually visiting prostitutes.
୨. ଯେଉଁ ବ୍ୟକ୍ତି ବେଶ୍ୟା ବା ରାଣ୍ଡ ରଖିଥାଏ — ୨. Entertaining a prostitute as his mistress,
୩. କାଞ୍ଚ (ଗଛ) —୩. Barren (tree)

ପ୍ରାଦେଶିକ - (ଜୟପୁର) ସମ୍ପାଦନା

ଯାହାର ଭାରିଯା ମରିଯାଇଅଛି; ମୃତଦାର —Having one's wife dead.

(ସମ୍ୱଲପୁର)ବିଶେଷଣ - ସମ୍ପାଦନା

ପୁରୁଷତ୍ୱବିହୀନ —Bereft of manhood or potency.