ରାଣୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ରାଜ୍ଞୀ; ପ୍ରା,. ରାଣୀ) ସମ୍ପାଦନା

୧. ରାଜ୍ଞା; ରାଜପତ୍ନୀ; ରାଜମହିଷୀ —୧. Queen.
୨. ରାଜ୍ଞୀଙ୍କ ପରି ଐଶ୍ୱର୍ଯ୍ୟଶାଳିନୀ ସ୍ତ୍ରୀ —୨. A lady rolling in happiness and prosperity like a queen.
୩. ସ୍ତ୍ରୀଲୋକଙ୍କ ନାମ —୩. A name given to women.
୪. (ସମ୍ମାନ ବା ସ୍ନେହ ସମ୍ୱୋଧନରେ ସ୍ତ୍ରୀମାନଙ୍କ ପ୍ରତି ବ୍ୟବହୃତ) —୪. A term of endear ment used to females.
୫. ରାଣାଙ୍କ ସ୍ତ୍ରୀ — ୫. The wife of a Rāṇā.