ରାଜି
ରାଜି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ରାଜ୍ ଧାତୁ+କର୍ତ୍ତୃ ଇ)
ସମ୍ପାଦନା- ୧. ସମୂହ; ପଙ୍କ୍ତି;ଶ୍ରେଣୀ; ଧାଡ଼ି —୧. Row.
- ୨. ରେଖା —୨. Line.
ବିଶେଷଣ -
ସମ୍ପାଦନା- ୧. ଶୋଭିତ —୧. Adorned;shining.
- ୨. ପ୍ରଦୀପ୍ତ —୨. Bright; lighted.
ବୈଦେଶିକ - ବିଶେଷ୍ୟ - (ଆରବୀ - ରାଜୀ)
ସମ୍ପାଦନା- ୧. ସମ୍ମତି —୧. Consent;agreement.
[ଉ—କହିଲେ ହେଁ ଅନୁସରି ରାଜି ତ ନ ଦିଶିଲାରେ କବିସୂର୍ଯ୍ୟ କିଶୋରୀଚମ୍ପୂ ତ ଗୀତ]
ବିଶେଷଣ -
ସମ୍ପାଦନାସମ୍ମତ; ସ୍ୱୀକୃତ —Agreed; consenting.