ରାଜି

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ରାଜ୍ ଧାତୁ+କର୍ତ୍ତୃ ଇ)

ସମ୍ପାଦନା
୧. ସମୂହ; ପଙ୍କ୍ତି;ଶ୍ରେଣୀ; ଧାଡ଼ି —୧. Row.
୨. ରେଖା —୨. Line.

ବିଶେଷଣ -

ସମ୍ପାଦନା
୧. ଶୋଭିତ —୧. Adorned;shining.
୨. ପ୍ରଦୀପ୍ତ —୨. Bright; lighted.

ବୈଦେଶିକ - ବିଶେଷ୍ୟ - (ଆରବୀ - ରାଜୀ)

ସମ୍ପାଦନା
୧. ସମ୍ମତି —୧. Consent;agreement.

[ଉ—କହିଲେ ହେଁ ଅନୁସରି ରାଜି ତ ନ ଦିଶିଲାରେ କବିସୂର୍ଯ୍ୟ କିଶୋରୀଚମ୍ପୂ ତ ଗୀତ]

ବିଶେଷଣ -

ସମ୍ପାଦନା

ସମ୍ମତ; ସ୍ୱୀକୃତ —Agreed; consenting.