ରାଜପୁତ୍ର
ରାଜପୁତ୍ର
ଉଚ୍ଚାରଣ
ସମ୍ପାଦନା(ରାଜପୁତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ (୬ମୀ ତତ୍; ରାଜନ୍+ପୁତ୍ର)
ସମ୍ପାଦନା- ୧. ରାଜକୁମାର; ରଜାପୁଅ —୧. A prince; king's son.
- ୨. ଯୁବରାଜ —୨. The eldest son of a reigning king.
- ୩. ରାଜପୁତ (ଜାତି) —୩. A caste claiming to be descended from the Kshatriyas.
- ୪. (ରାଜା=ଚନ୍ଦ୍ର+ପୁତ୍ର)—ବୁଧଗ୍ରହ —୪. The planet Mercury.