ରାଜଧାନିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ରାଜଧାନୀୟ) ସମ୍ପାଦନା

୧. ରାଜଧାନୀ ସମ୍ୱନ୍ଧୀୟ —୧. Relating to a capital.
୨. ରାଜଧାନୀରେ କରାଯିବାର ଉପଯୁକ୍ତ ୨. Befitting a capital.

[ଉ—ଏ ସବୁ ରାଜଧାନିଆ ଆଡ଼ମ୍ୱର ମଫସଲିଆଙ୍କୁ ପାଏ ନାହିଁ]