ରାଜଧର୍ମ
ରାଜଧର୍ମ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ରାଜନ୍+ଧର୍ମନ୍)
ସମ୍ପାଦନା- ୧. ରାଜାଙ୍କ କର୍ତ୍ତବ୍ୟକର୍ମ (ଯଥା—ପ୍ରଜାପାଳନ) — ୧. A king's duty (e.g. governing his subjects).
- ୨. ରାଜନୀତି (ଦେଖ) - —୨. Rājanīti (See)
- ୩. କ୍ଷତ୍ରିୟର କର୍ତ୍ତବ୍ୟ କର୍ମ — ୩. The duty of the military tribe.
[ଦ୍ରଷ୍ଟବ୍ୟ —ରାଜଧର୍ମ ସମ୍ୱନ୍ଧେ ମହାଭାରତ ଆଦିରେ ଅନେକ ଉପଦେଶ ଅଛି]