ରାଜଘ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରାଜଘା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରାଜନ+ହନ୍ ଧାତୁ+କର୍ତ୍ତୃ ଅ) ସମ୍ପାଦନା

୧. ରାଜହନ୍ତା —୧. Regicide.
୨. ତୀକ୍ଷଣ — ୨. Sharp.
୩. ରାଜଶ୍ରେଷ୍ଠ —୩. The fore- most of kings (Apte, M. W)