ରାଜଗୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ତୁର୍କୀ;ସଂସ୍କୃତ - ରାଜନ୍+ତୁର୍କୀ ଗୀ ପ୍ରତ୍ୟୟ) ସମ୍ପାଦନା

୧. ରାଜ୍ୟ —୧. Kingdom.
୨. ରାଜ୍ୟଶାସନ଼ — ୨. Governance of a kingdom.
୩. ରାଜପଦ —୩. Kingship.

ଦେଶଜ - ବିଶେଷଣ - ସମ୍ପାଦନା

ରାଜଯୋଗ୍ୟ —Befitting a king; royal.