ରହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (ରହ୍ ଧାତୁ+କର୍ମ. ଅ) ସମ୍ପାଦନା

୧. ମୈଥୁନ; ସୁରତ; ଶୃଙ୍ଗାର —୧. Coition; copulation.
୨. ଗୋପନୀୟ ବିଷୟ —୨. Secret matter.
୩. ଗୋପନୀୟ ଧର୍ମତତ୍ତ୍ୱ —୩. Mystic truth; religious secret.
୪. ନିର୍ଜନତା —୪. Solitariness.
୫. ଗୋପନ —୫. Privacy.
୬. ବିଜନ ପ୍ରଦେଶ — ୬. Lonely place.
୭. ଗୁହ୍ୟ —୭. Privity.
୮. କ୍ରୀଡ଼ା; କୌତୁକ —୮. Sport; play.
୯. ଆନନ୍ଦ; ସୁଖ —୯. Happiness; pleasure.

ଦେଶଜ - କ୍ରି. (ସଂସ୍କୃତ - ଅସ୍ ଧାତୁ; ପ୍ରା. ରହ୍ ଧାତୁ ଓଡ଼ିଆ ରହିବା କ୍ରିୟାର ଅନୁଜ୍ଞା ଆଦରାର୍ଥକ ମଧ୍ୟମ ପୁରୁଷ ୧ ବଚନ; ତୁମ୍ଭେ ଓ ବହୁବଚନ ତୁମ୍ଭେମାନେ; ଅବ୍ୟୟ ରୂପେ ମଧ୍ୟ ବ୍ୟବହୃତ) ସମ୍ପାଦନା

(ତୁମ୍ଭେ) ବିରତ ହୁଅ; ଅପେକ୍ଷା କର; ଅବସ୍ଥାନ କର — (Verb Imperative) (you) Stop ! Wait ! Stay !

ଦେଶଜ - ଅ ସମ୍ପାଦନା

ରହରହ (ଦେଖ) - —Raharaha (See)