ରସାଞ୍ଜନ
ରସାଞ୍ଜନ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ରସାଞ୍ଜନ
ସଂସ୍କୃତ - ବିଶେଷ୍ୟ - (ରସଜାତ ଅଞ୍ଜନ; ମ. ପ. ଲୋ) ସମ୍ପାଦନା
ସୁରୁମା; ପାରଦ ଜାତ କଜ୍ଜ୍ୱଳବିଶେଷ (ନେତ୍ରରୋଗରେ ଔଷଧ ରୂପରେ ବ୍ୟବହୃତ) —Gray ore of antimony; stibium; Antimony, Sulphuret of antimony.
[ଦ୍ରଷ୍ଟବ୍ୟ —ଏହା ଚାକ— ଚଶାଳୀ କୃଷ୍ଣବର୍ଣ୍ଣ ଧାତୁଦ୍ରବ୍ୟ ବିଶେଷ ଏହା ଦୁଇପ୍ରକାରର ୧ ପ୍ରାକୃତିକ ରସାଞ୍ଜନ—ଲେମ୍ୱୁରସରେ ବତୁରାଇ ଏହା ଶୋଧନ କରି ଔଷଧରେ ବ୍ୟବହାର କରାଯାଏ
- ୨. ରସାଞ୍ଜନ (କୃତ୍ରିମ)—ଦାରୁହରିଦ୍ରାର କ୍ୱାଥ ସଙ୍ଗେ ସମାନ ଭାଗ ଦୁଧ ମିଶାଇ, ପାକ କରି କୃତ୍ରିମ ରସାଞ୍ଜନ ପ୍ରସ୍ତୁତ କରାଯାଏ (Extract of Indian Berbery). ଏହା ଅସଲ ରସାଞ୍ଜନ ଅପେକ୍ଷା ନିକୃଷ୍ଟ]