ରଶି

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ରଶ୍ମୀ, ଫା, ରସୀ)

ସମ୍ପାଦନା
୧. ରଜ୍ଜୁ; ଦଉଡ଼ି — ୧. Rope.
୨. ୮ ହାତ ଲମ୍ୱ ମାପଦଉଡ଼ି ୨. A measuring rope about forty yards long.
୩. ୫ ହାତରୁ ୧ ହାତ ଦୂରତ୍ୱ; ଏକରଶି ଲମ୍ୱା —୩. A distance or length of ୫୦ to ୧୦୦ cubits.