ରମଜାନ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ରମ୍ଜାନ୍; ଏଥିର ଅକ୍ଷରିକ ଅର୍ଥ ଜଳିଯିବା, ଯେଉଁ ମାସରେ ଧର୍ମ କର୍ମଦ୍ୱାରା ପାପରାଶି ଜଳିଯାଏ)

ସମ୍ପାଦନା

ସାବାନ୍ର ପରବର୍ତ୍ତୀ ଓ ସବାଲ୍ର ପୂର୍ବବର୍ତ୍ତୀ ମାସ; ମୁସଲମାନ୍ ବର୍ଷର ୯ମ ମାସ —The ୯th Mahomedan month.

[ଦ୍ରଷ୍ଟବ୍ୟ —ଏ ମାସରେ ମୁସଲମାନ୍ମାନେ ଦିବସରେ ନିର୍ଜଳ ଉପବାସ ବ୍ରତ କରନ୍ତି ଏହି ମାସ ଶେଷରେ ମୁସଲମାନମାନଙ୍କ ଇଦ୍ ବା ଇଦୁଲ୍ ଫିତର୍ ପର୍ବ ହୁଏ]