ରବି ଫସଲ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବି(ଆରବୀ - ରବି= ବସନ୍ତଋତୁ; ବସନ୍ତଋତୁରେ ଅମଳ ହେବା+ଫସଲ)

ସମ୍ପାଦନା

ବିରି, ହରଡ଼, ମୁଗ, ଗହମ, ଚଣା, ମଟର ଆଦି (ଯେଉଁ ଫସଲ ଓ ଶୀତ ସମୟରେ ଆମଦାନି ହୁଏ) — Cereals harvested in spring and winter.