ରବିଖନ୍ଦ
ରବିଖନ୍ଦ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାରବି ଫସଲ, ରବି ଶସ୍ୟ ଅନ୍ୟରୂପ
ଦେଶଜ - ବିଶେଷ୍ୟ - (ଆ; ରବୀ=ବସନ୍ତ କାଳ; ବସନ୍ତକାଳର ଫସଲ, କିମ୍ୱା ସଂସ୍କୃତ - ରବି;କାରଣ. ରବିକିରଣ ସାହାଯ୍ୟରେ ଏ ଫସଲ ହୁଏ)
ସମ୍ପାଦନାଧାନ ଫସଲ ପରେ ଶୀତ ଓ ଖରା ଦିନ ଅର୍ଥାତ୍ ବର୍ଷାଋତୁ ପରେ ହେବା ଫସଲ —Cold Season crops; the cereals.
(ଯଥା—ବିରି, ଗହମ, ଯବ, ଚିନା, ମୁଗ କୋଳଥ, ରାଶି ବରଗୁଡ଼ି, ହରଡ଼)