ରବାଜ୍
ରବାଜ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ରବାଜ୍)
ସମ୍ପାଦନା- ୧. ଦେଶ ବା ପରିବାର ଆଦିରେ ପ୍ରଚଳିତ ଚିଚାଚରିତ ପ୍ରଥା; ରୀତି; ପ୍ରଥା —୧. Custom; ysage.
- ୨. ଆଚରଣ — ୨. Conduct.
- ୩. ଅଭ୍ୟାସ —୩. Habit.
- ୪. ସାମୟିକ ଘଟନା —୪. Circumstances happening at a time.
- ୫. ଘଟନାର ଅବସ୍ଥା —୫. State of things; circumstances.
ରବାଜ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଆରବୀ - ରେବାଜ୍)
ସମ୍ପାଦନା- ୧. ରୀତି — ୧. Custom.
- ୨. ଅଭ୍ୟାସ — ୨. Habit.