ରବାଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ରବାଜ୍) ସମ୍ପାଦନା

୧. ଦେଶ ବା ପରିବାର ଆଦିରେ ପ୍ରଚଳିତ ଚିଚାଚରିତ ପ୍ରଥା; ରୀତି; ପ୍ରଥା —୧. Custom; ysage.
୨. ଆଚରଣ — ୨. Conduct.
୩. ଅଭ୍ୟାସ —୩. Habit.
୪. ସାମୟିକ ଘଟନା —୪. Circumstances happening at a time.
୫. ଘଟନାର ଅବସ୍ଥା —୫. State of things; circumstances.



ରବାଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ରେବାଜ୍) ସମ୍ପାଦନା

୧. ରୀତି — ୧. Custom.
୨. ଅଭ୍ୟାସ — ୨. Habit.