ରଫା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫା) ସମ୍ପାଦନା

୧. ବିବାଦର ନିଷ୍ପତ୍ତି ବା ଆପୋସିରେ ମୀମାଂସା —୧. Amicable settlement of a dispute.
୨. ମକଦମାର ମିଟ୍ ମାଟ୍ —୨. Compromise of a suit.
୩. ମହାଜନ ଓ ଖାତକ ମଧ୍ୟରେ, ଜମିଦାର ଓ ପ୍ରଜା ମଧ୍ୟରେ ବା ଡିଗ୍ରୀଦାର ଓ ଦେଣଦାର ମଧ୍ୟରେ ଦେୟ ଧନ ସମ୍ୱନ୍ଧେ ଉଭଯଙ୍କର ସମ୍ମତି ମୀମାଂସା — ୩. Amicable settiement of dues between the payer the payee.
୪. ଶେଷ ମୀମାଂସା — ୪. Final decision.
୫. ସମାପ୍ତି — ୫. Finish; completion; end.
୬. ପ୍ରତ୍ୟେକ ପ୍ରଜା ଉପରେ ତାହାର ଭିନ୍ନ ଭିନ୍ନ ଯୋତ୍ ପାଇଁ ମୋଟରେ ବାକି ଥିବା ଖଜଣାର ହିସାବ ବୁଝଟ୍ ଫଉର୍ଦ୍ଦ; ଜମିଦାରୀ ବାସିଲ୍ ବାକି କାଗଜ —୬. A statement of account of rent due from a tenant for all his holding.

ପ୍ରାଦେଶିକ - (ଖଡ଼ିଆଳ) ବିଶେଷ୍ୟ - ସମ୍ପାଦନା

ଫାଉଡ଼ା Broad hoe.