ରତ୍ନବଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (କଟକ ଜିଲ୍ଲା) ବିଶେଷ୍ୟ - ସମ୍ପାଦନା

ଅଟ୍ୟୁତାନନ୍ଦ ଦାସଙ୍କ ଓଡ଼ିଆ ମାଳିକାରେ ବର୍ଣ୍ଣିତ କଟକ ଜିଲ୍ଲାରେ କଟକର ୧୩: ମାଇଲ ପୂର୍ବେ ସୂଗଭୀର, ଦେବମନ୍ଦିରଗର୍ଭକ ରତ୍ନଜୋଡ଼ି ନାମକ ଜଳାଶୟର ତୀରରେ ଥିବା ବର ଗଛ —Name of a banina tree mentioned in the Māḻikā where it is foretold that the devotees will assemble.

[ଦ୍ରଷ୍ଟବ୍ୟ —ଏହା ନିକଟରେ ଗୁଡ଼ିଏ ମାଳିକାବିଶ୍ୱାସୀ ସାଧୁସନ୍ଥଙ୍କର ବର୍ଷକେ ଥରେ ମେଳା ହୁଏ ଏହିଟାରେ କଳିଯୁଗ ଶେଷରେ ଭକ୍ତ— ମାନେ ମିଳିତ ହୋଇ ଧ୍ରମର ଜୟ ଘୋଷଣା କରିବେ ବୋଲି ମାଳିକା ଡାକୁଛି]