ରତି ପ୍ରାର୍ଥନା
ରତି ପ୍ରାର୍ଥନା
ଉଚ୍ଚାରଣ
ସମ୍ପାଦନାରତି ପ୍ରାର୍ଥୀ—ପୁଂ, ରତି ପ୍ରାର୍ଥିନୀ—ସ୍ତ୍ରୀ ବିଣ
ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ରତି ବିଷୟକ ପ୍ରାର୍ଥନା)
ସମ୍ପାଦନାକାମାତୁର ପୁରୁଷର ସ୍ତ୍ରୀକୁ କିମ୍ୱା କାମାତୁରା ନାରୀର ପୁରୁଷକୁ ସମ୍ଭୋଗ କରିବା ପାଇଁ ଅନୁନୟ —Solieitation made to am man by a woman or vice versa, for satisfaction of one's lust.