ରଞ୍ଜକ

ଉଚ୍ଚାରଣ

ସମ୍ପାଦନା
(ରଞ୍ଜିକା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ରଞ୍ଜ୍ ଧାତୁର ଣିଜନ୍ତ ରଞ୍ଜି ଧାତୁ=ରଙ୍ଗ କରିବା+କର୍ତ୍ତୃ ଅକ)

ସମ୍ପାଦନା
୧. ଯେ ରଙ୍ଗ କରେ — ୧. Dyeing; painting.
୨. ଉତ୍ତେଜକ — ୨. Stimulating; exiting.
୩. ଅନୁରାଗ— ଜନକ —୩. Producing attachment; exciting love or passion (Apte).
୪. ସନ୍ତୋଷଜନକ; ମନୋରମ —୪. Pleasing; amusing; charming.
(ରଞ୍ଜକୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. (ପୁଂ) ରଜକ —୧. Washerman.
୨. (ପୁଂ) ଚିତ୍ରକର — ୨. Dyer; painter.
୩. ଉତ୍ତେଜକ ଔଷଧ — ୩. A stimulant medicine.
୪. ପୈତ୍ତିକ ରସ— ବିଶେଷ (ଏହା ଦୃଷ୍ଟିଶକ୍ତିକୁ ଉତ୍ତେଜିତ କରେ) — ୪. Biliary humour (on which depends a person's vision).
୫. ହିଙ୍ଗୁଳ —୫ Vermilion.
୬. ରକ୍ତ ଚନ୍ଦନ —୬. Red sandal wood (Apte).
୭. ଉତ୍ତେଜକ ବ୍ୟକ୍ତି —୭. Exciter.
୮. ଉତ୍ତେଜକ ବସ୍ତୁ ବା ବିଷୟ —୮ Stimulus (Apte).
୯. ଭାଲିଆ (ହିନ୍ଦୀ - ଶ) —୯. Marking nut.

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ବନ୍ଧୁକର ପାର୍ଶ୍ୱସ୍ଥ ଛିଦ୍ର (ଯେଉଁ ବାଟେ ବନ୍ଧୁକ ମଧ୍ୟସ୍ଥ ବାରୁଦରେ ଅଗ୍ନି ସଂଯୋଗ କରାଯାଏ) — ୧. Touch hole.
୨. ବନ୍ଧୁକର ମୂଳରେ ଥିବା କାନରେ ଦିଆଯିବା ବାରୁଦ —୨. Gun powder put on the touchhole of a gun.

[ଇ— ରଞ୍ଜକ ଖ୍ୟାତ ନଳିଅଛି ଯୋଖି ଭଞ୍ଜ. କୋଟିବ୍ରହ୍ମାଣ୍ଡ ସୁନ୍ଦରୀ]

[ଦ୍ରଷ୍ଟବ୍ୟ —ଏ ରଞ୍ଜକ ବାରୁଦରେ ନିଆଁ ଲଗାଇ ଦେଲେ ସେହି ନିଆଁ ବନ୍ଧୁକ ନଳୀଭିତରେ ଥିବା ବାରୁଦକୁ ଧରିବାରୁ ବନ୍ଧୁକ ଫଏର୍ ହୁଏ]

ଅନୁବାଦ

ସମ୍ପାଦନା
୩. ବନ୍ଧୁକ ଓ ବାଣ ଆଦିରେ ନିଆଁ ଲଗାଇବା ପାଇଁ ବ୍ୟବହୃତ ବଳିତା ବା ତୋଡ଼ା —୩. A match or wick for igniting a matchlock gun or firework.
୪. (ଲକ୍ଷଣାର୍ଥ) ଝାଡ଼ା କରାଇବା ଔଷଧ —୪. (figurative) A purgative.