ରଚି ଯିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ଖଡ଼ିଆଳ) କ୍ରି. [ଢୁଳ. ହି—ର(ପ)ଚନା=ରଞ୍ଜିତ ହେବା] ସମ୍ପାଦନା

୧. (ତେଲ ଆଦି) ମାଲିସ୍ ପରେ ଦେହରେ ଭେଦି ଯିବା —୧. To get into the body (said when oil is rubbed on it); to soak; to permeate.
୨. ଲୁଗା ଆଦିରେ (ରଙ୍ଗ) ଲାଗିଯିବା; ରଞ୍ଜିତ ହେବା — ୨. To set on a cloth (said of a paint or dye).