ରଚି ଯିବା
ରଚି ଯିବା
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ଖଡ଼ିଆଳ) କ୍ରି. [ଢୁଳ. ହି—ର(ପ)ଚନା=ରଞ୍ଜିତ ହେବା]
ସମ୍ପାଦନା- ୧. (ତେଲ ଆଦି) ମାଲିସ୍ ପରେ ଦେହରେ ଭେଦି ଯିବା —୧. To get into the body (said when oil is rubbed on it); to soak; to permeate.
- ୨. ଲୁଗା ଆଦିରେ (ରଙ୍ଗ) ଲାଗିଯିବା; ରଞ୍ଜିତ ହେବା — ୨. To set on a cloth (said of a paint or dye).