ରଙ୍ଗିଆ
ରଙ୍ଗିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା[ରଙ୍ଗା, ରଙ୍ଗେଈ—ସ୍ତ୍ରୀ]
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ରଙ୍ଗୀ)
ସମ୍ପାଦନା- ୧. କୌତୁକପ୍ରିୟ — ୧. Fond of fun; funny.
- ୨. ରସିକ — ୨. Gallant; merry; jovial; humorous.
- ୩. ଅନୁରାଗୀ —୩. Passionate; attached.
- ୪. ପ୍ରଫୁଲ୍ଲ —୪. Gay.
- ୫. ବାହ୍ୟସୁନ୍ଦର — ୫. Splendid; showy.
ଅନୁବାଦ
ସମ୍ପାଦନାରଙ୍ଗିଆ
|
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
ସମ୍ପାଦନା- ୧. ରଙ୍ଗାଧର ନାମକ ବ୍ୟକ୍ତିର ଡାକନାମ —୧. Name for calling Rangādhara.
- ୨. ରଙ୍ଗକାର — ୨. Painter.