ରଙ୍ଗିଆ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା
[ରଙ୍ଗା, ରଙ୍ଗେଈ—ସ୍ତ୍ରୀ] 

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ରଙ୍ଗୀ)

ସମ୍ପାଦନା
୧. କୌତୁକପ୍ରିୟ — ୧. Fond of fun; funny.
୨. ରସିକ — ୨. Gallant; merry; jovial; humorous.
୩. ଅନୁରାଗୀ —୩. Passionate; attached.
୪. ପ୍ରଫୁଲ୍ଲ —୪. Gay.
୫. ବାହ୍ୟସୁନ୍ଦର — ୫. Splendid; showy.

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

ସମ୍ପାଦନା
୧. ରଙ୍ଗାଧର ନାମକ ବ୍ୟକ୍ତିର ଡାକନାମ —୧. Name for calling Rangādhara.
୨. ରଙ୍ଗକାର — ୨. Painter.