ରଙ୍ଗା
ରଙ୍ଗା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଣ—(ସଂସ୍କୃତ - ରଙ୍ଗ)
ସମ୍ପାଦନା- ୧. ରକ୍ତାଭ —୧. Red.
- ୨. ରଞ୍ଜିତ —୨. Dyed.
[ଉ— ଶ୍ୱେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ ମଧୁସୂଦନ. ଛାନ୍ଦମାଳା]
- ୩. ରକ୍ତବର୍ଣ୍ଣବିଶିଷ୍ଟ —୩. Red.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ନାଲିଆ ବର୍ଣ୍ଣ —୧. The red colour.
- ୨. ରଙ୍ଗାଧର ନାମକ ବ୍ୟକ୍ତିର ଡାକ ନାମ —୨. Name for calling Raṅgādhara.
- ୩. ରଙ୍ଗାଇବା କର୍ମ — ୩. Painting; dying.