ରଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଣ—(ସଂସ୍କୃତ - ରଙ୍ଗ) ସମ୍ପାଦନା

୧. ରକ୍ତାଭ —୧. Red.
୨. ରଞ୍ଜିତ —୨. Dyed.

[ଉ— ଶ୍ୱେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ ମଧୁସୂଦନ. ଛାନ୍ଦମାଳା]

୩. ରକ୍ତବର୍ଣ୍ଣବିଶିଷ୍ଟ —୩. Red.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ନାଲିଆ ବର୍ଣ୍ଣ —୧. The red colour.
୨. ରଙ୍ଗାଧର ନାମକ ବ୍ୟକ୍ତିର ଡାକ ନାମ —୨. Name for calling Raṅgādhara.
୩. ରଙ୍ଗାଇବା କର୍ମ — ୩. Painting; dying.