ରଙ୍କା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ରଙ୍କ)

ସମ୍ପାଦନା

କୌଣସି ବିଷୟପ୍ରତି ଲାଳସା; ଭୋଜ୍ୟବସ୍ତୁ ପ୍ରତି ଲାଳସା; ଟକ —Hankering after a thing; inordinate hankering after a peculiar food.

ଅନୁବାଦ

ସମ୍ପାଦନା

ବିଶେଷଣ -

ସମ୍ପାଦନା
୧. ଲୋଭୀ — ୧. Avaricious.
୨. ଭୋଜନ ଲୋଭୀ —୨. Greedy; avaricious after food.
୩. କୌଣସି ବିଷୟ ପାଇଁ ଲାଳାୟିତ —୩. Hankering after any thing.