ରଙ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ରଙ୍କ) ସମ୍ପାଦନା

କୌଣସି ବିଷୟପ୍ରତି ଲାଳସା; ଭୋଜ୍ୟବସ୍ତୁ ପ୍ରତି ଲାଳସା; ଟକ —Hankering after a thing; inordinate hankering after a peculiar food.

ଅନୁବାଦ ସମ୍ପାଦନା

ବିଶେଷଣ - ସମ୍ପାଦନା

୧. ଲୋଭୀ — ୧. Avaricious.
୨. ଭୋଜନ ଲୋଭୀ —୨. Greedy; avaricious after food.
୩. କୌଣସି ବିଷୟ ପାଇଁ ଲାଳାୟିତ —୩. Hankering after any thing.