ରଗେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - କ୍ରିୟାପଦ -

ରାଗିବା କ୍ରିୟାର ଣିଜନ୍ତରୂପ — The causative form of (rāgibā)—

ଅନ୍ୟ ବ୍ୟକ୍ତିକୁ ରାଗାନ୍ୱିତ କରାଇବା —To irritate a person; to make a person angry.

[ଉ—କହୁଛି ମତେ ରଗାନା, ମୋ ସାଙ୍ଗରେ ତୁ ଲାଗନା ଢଗ]