ରଗେଇବା
=== ଦେଶଜ - କ୍ରିୟାପଦ -
ରାଗିବା କ୍ରିୟାର ଣିଜନ୍ତରୂପ — The causative form of (rāgibā)—
ଅନ୍ୟ ବ୍ୟକ୍ତିକୁ ରାଗାନ୍ୱିତ କରାଇବା —To irritate a person; to make a person angry.
[ଉ—କହୁଛି ମତେ ରଗାନା, ମୋ ସାଙ୍ଗରେ ତୁ ଲାଗନା ଢଗ]