ରକ ଶାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ରକ୍ତବର୍ଣ୍ଣର ଲଘୁ ଶାରଦ ଧାନ (ଯଥା—ନାଲିଟୁକୁରି) Red variety of early winter paddy; Orciza Sativa.


ଅନୁବାଦ ସମ୍ପାଦନା

[ଦ୍ରଷ୍ଟବ୍ୟ —ଶାଳ ଧାନ ମଧ୍ୟରେ ରକ୍ତଶାଳି ଧାନ୍ୟ ଶ୍ରେଷ୍ଠ ଏହା ବଳକର ବର୍ଣ୍ଣ ପ୍ରସାଦକ, ତ୍ରିଦୋଷ— ନାଶକ, ଚକ୍ଷୁର ହିତକର, ମୂତ୍ରକାରକ, ସ୍ୱରବର୍ଦ୍ଧକ, ଶୂକ୍ର— ଜନକ, ଅଗ୍ନିଦୀପକ, ପୁଷ୍ଟିକର ଏହା ପିପାସା, ଜ୍ୱର, ବିଷ ଦୋଷ, ବ୍ରଣ, ଶ୍ୱାସ, କାସ ଓ ଦାହ ନିବାରକ— ଦ୍ରବ୍ୟଗୁଣ]