ରକ୍ତ ସିନ୍ଧୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ରୂପକ; ରକ୍ତ+ସିନ୍ଧୁ) ସମ୍ପାଦନା

(ଯୁଦ୍ଧାଦିରେ) ସମୁଦ୍ର ପରି ବୋହିବା ରକ୍ତ ସ୍ରୋତ —A sea of blood.