ରକ୍ତ ସରସର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ରକ୍ତ ସର୍ସର, ରକ୍ତ ଜୁଡ଼୍ (ଡ଼ୁ)ବୁଡ଼୍ (ଡ଼ୁ)—ଅନ୍ୟରୂପ]

ଅନୁବାଦ ସମ୍ପାଦନା

ଦେଶଜ - ବିଣ—(ସଂସ୍କୃତ - ରକ୍ତ ଜର୍ଜର) ସମ୍ପାଦନା

୧. ରକ୍ତରଞ୍ଜିତ — ୧. Besmeared with blood.
୨. ରକ୍ତ ରଞ୍ଜିତ; ଯେଉଁ ବସ୍ତୁରୁ ଟୋପା ଟୋପା ହୋଇ ରକ୍ତ ବହୁଥାଏ —୨. (a thing) From which blood is falling down by drops.