ରକ୍ତ ସରସର

ଉଚ୍ଚାରଣ

ସମ୍ପାଦନା

[ରକ୍ତ ସର୍ସର, ରକ୍ତ ଜୁଡ଼୍ (ଡ଼ୁ)ବୁଡ଼୍ (ଡ଼ୁ)—ଅନ୍ୟରୂପ]

ଅନୁବାଦ

ସମ୍ପାଦନା

ଦେଶଜ - ବିଣ—(ସଂସ୍କୃତ - ରକ୍ତ ଜର୍ଜର)

ସମ୍ପାଦନା
୧. ରକ୍ତରଞ୍ଜିତ — ୧. Besmeared with blood.
୨. ରକ୍ତ ରଞ୍ଜିତ; ଯେଉଁ ବସ୍ତୁରୁ ଟୋପା ଟୋପା ହୋଇ ରକ୍ତ ବହୁଥାଏ —୨. (a thing) From which blood is falling down by drops.