ରକ୍ତ ଶୋଷା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ରକ୍ତ ଶୋଷକ) ସମ୍ପାଦନା

୧. ଯେ ରକ୍ତ ଶୋଷଣ କରେ —୧. Blood-sucking.
୨. (ଲକ୍ଷଣାର୍ଥ)—ଧନ ଶୋଷକ (ରାଜା ବା ମହାଜନ) —୨. (Figurative) (a tyrant or usurer) Sucking riches from people.