ରକ୍ତ ଶୋଷକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରକ୍ତ ଶୋଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଉପପଦ; ରକ୍ତ+ଶୋଷକ) ସମ୍ପାଦନା

୧. ଯେ ରକ୍ତ ଶୋଷିନିଏ — ୧. Blood-sucking.
୨. ଶରୀରରୁ ରକ୍ତକୁ ଶୁଖାଇ ଦେବା (ଔଷଧ) —୨. (medicine) Having the power of effect of drying the blood in the system.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ରକ୍ତ ଶୋଷଣକାରୀ ଜୀବ —Blood-sucker.