ରକ୍ତ ମୋକ୍ଷଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) ସମ୍ପାଦନା

ଅସ୍ତ୍ର ପ୍ରୟୋଗଦ୍ୱାରା କିମ୍ୱା ଜୋକ ଲୋଗାଇ ଦେହରୁ ବଦରକ୍ତ ବାହାର କରାଇବା କ୍ରିୟା —The operation of letting out bloodfromthe body by instruments or by applying leeches.