ରକ୍ତ ମୁହୀଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ରକ୍ତମୁହାଁର ସ୍ତ୍ରୀଲିଙ୍ଗ —The feminine of Rakta muhān̄

ବିଶେଷ୍ୟ - ସମ୍ପାଦନା

୧. ରୁଧିରାକ୍ତମୁଖୀ କଳୀ ଠାକୁରାଣୀ — ୧. Goddess kāḻī whose mouth and face are represented as stained with blood.
୨. ଶାରଦୀୟ ଦୂର୍ଗାପୂଜାର ଷୋଳ ପୂଜା (ଆଶ୍ୱିନ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ ଆଶ୍ୱିନ ଶୁକ୍ଳଅଷ୍ଟମୀ ବା ମହାଷ୍ଟମୀ ପର୍ଯ୍ୟନ୍ତ) ସମୟରେ ପଶୁବଳି ପାଇବା ପାଇଁ ଉଦ୍ଗ୍ରୀବା ଚଣ୍ଡୀ ବା ଦୂର୍ଗା ଦେବୀ —୨. Goddess Durgā or Chaṇḍī during the ୧୬ days of the autumnal Durgā pūjā.

[ ଦ୍ର—ଏ ସମୟରେ ଦେବୀଙ୍କ ଆଗରେ ବଳି ପଡ଼େ, ଅତଏବ ସେହି ସମୟରେ ଦେବୀ ରକ୍ତଲୋଲୁପା ହୋଇଥିବା ଲୋକେ କଳ୍ପନା କରନ୍ତି]