ରକ୍ତ ମୁତିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଦେହ ବିଶେଷ ଗରମ ହେବା (ଅଧିକ କ୍ଷଣ ନିଆଁ ପାଖେ ବା ଖରାରେ ରହିବା କିମ୍ୱା ଉପବାସ କରିବା) ଯୋଗୁଁ ରକ୍ତ ପରି ନାଲି ପ୍ରସ୍ରାବ କରିବା —୧. To pass blood-red urine.
୨. ପ୍ରମେହାଦି ଯୋଗୁଁ ମୁତ୍ର ସହିତ ରକ୍ତ ପ୍ରସ୍ରାବ କରିବା — ୨. To pass blood in urine (due to gonorrhea).