ରକ୍ତ ମୁଖ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରକ୍ତ ମୁଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ(ବହୁବ୍ରୀହି) ସମ୍ପାଦନା

୧. ଯାହାର ମୁହଁର ବର୍ଣ୍ଣ ରକ୍ତ — ୧. Red-faced.
୨. ଯାହାର ମୁଁହ ରୁଧିରକ୍ତ —୨. Having the face besmeared with blood.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ରୋହୀ ମାଛ (ଦ୍ରବ୍ୟଗୁଣ) —Rohi flsh.