ରକ୍ତ ମାଗିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (ଦେବୀ) କୌଣସି ଜୀବକୁ ବଳି ରୂପେ ପାଇବାକୁ ସପନାଇବା ବା ସୂଚନା କରିବା — ୧. To ask for the blood of acertain animal as victim.
୨. (ଲକ୍ଷଣାର୍ଥେ) ଶତ୍ରୁକୁ ଯୁଦ୍ଧାର୍ଥେ ଆହ୍ୱାନ କରିବା —୨. (flgurative) To call an enemy forth to a mortal fight.