ରକ୍ତ ବୃଷ୍ଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ରକ୍ତବର୍ଷା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଜଳ ପରି ଆକାଶରୁ ରୁଧିର ବର୍ଷଣ — Raining of blood.

[ ଦ୍ର—ଲୋକବିଶ୍ୱାସ ଅଛି ଯେ, ରକ୍ତବୃଷ୍ଟି ହେଲେ ଦେଶରେ ମହାମାରୀ ଆଦି ଅନେକ ଅନିଷ୍ଟ ଘଟେ]