ରକ୍ତ ବିନ୍ଦୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) ସମ୍ପାଦନା

୧. ରକ୍ତର ଟୋପା; ଶୋଣିତ— କଣା —୧. Drop of blood.
୨. ରତ୍ନରେ ଲୋହିତ ବର୍ଣ୍ଣର ଦାଗ (ରତ୍ନର ଦୋଷବିଶେଷ) —୨. A red spot forming a flaw in a gem.
୩. ନାଲି ଅପମାର୍ଗ ଗୁଳ୍ମ (ହିନ୍ଦୀ - ଶ.) — ୩. The red variety of Achyranthes Aspera.