ରକ୍ତ ବସିବା

ଉଚ୍ଚାରଣ

ସମ୍ପାଦନା

(ରକ୍ତ ବସିଯିବା—ଅନ୍ୟରୂପ)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ରକ୍ତ ଜମିବା —୧. Coagulation of blood.
୨. ବୟୋବୃଦ୍ଧି ଯୋଗୁଁ କାମକ୍ରୋଧାଦିର ବେଗ କମିଯିବା — ୨. The cooling of one's passions with the advance of years.