ରକ୍ତ ବସନ

ଉଚ୍ଚାରଣ

ସମ୍ପାଦନା

(ରକ୍ତବସ୍ତ୍ର—ଅନ୍ୟରୂପ)

ରକ୍ତ ବସନା, ରକ୍ତ ବସ୍ତ୍ରାସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. (କର୍ମଧା)—ନାଲି ଲୁଗା — ୧. Red cloth.
୨. ଗେରୁଆ ଲୁଗା — ୨. Red-coloured cloth
୩. (ବହୁବ୍ରୀହି) ସନ୍ୟାସୀ —୩. A mendicant

ସଂସ୍କୃତ - ବିଶେଷଣ - ପୁଂ.

ସମ୍ପାଦନା

ନାଲି ବା ରଞ୍ଜିତ ବସ୍ତ୍ରଧାରୀ — Wearing red-coloured cloth.