ରକ୍ତ ପୁଷ୍ପକ
ରକ୍ତ ପୁଷ୍ପକ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
- ୧. ପଲାଶ ବୃକ୍ଷ —୧. Butea Frondosa (tree).
- ୨. ଶିମିଳି ଗଛ —୨. Silk cotton tree; Bombax Helptaphyllum.
- ୩. ରୋହିତକ ବୃକ୍ଷ —୩. Andersonia Rohitaka (tree).
- ୪. ନାଗେଶ୍ୱର; ନାଗକେଶର —୪. Mesua Ferra.
- ୫. ପର୍ପଟ —୫. A medicinal plant; Oldenlandia Biflora.
- ୬. ପାଳଧୁଆଗଛ — ୬. The coral tree; Erithrina.