ରକ୍ତ ପିତ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ରୋଗବିଶେଷ; ଯେଉଁ ରୋଗରେ ନାକ ଓ ମୂଖବାଟେ ଝଲକା ଝଲକା ରକ୍ତ ପଡ଼େ — ୧. A disease consisting of bloody discharge through mouth and nostrils.
୨. ପିତ୍ତପ୍ରକୋପଜନିତ ରକ୍ତଦୁଷ୍ଠି —୨. Derangement of blood produced by bile (Apte).

ଦେଶଜ - ବିଶେଷ୍ୟ - ସମ୍ପାଦନା

ବନ୍ୟବୃକ୍ଷ ବିଶେଷ —Ventilago Madraspatana (tree)