ରକ୍ତ ପାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) ସମ୍ପାଦନା

୧. (ଜୋକ, ଟିଙ୍କ ଆଦି ଜୀବ)— ଅନ୍ୟ ଜୀବର ଦେହରୁ ମୁହଁଦ୍ୱାରା ରକ୍ତ ଶୋଷିବା ୧. Sucking of blood from the body of animals (said of blood-sucking animals)
୨. ହତଜୀବର ରକ୍ତକୁ ପିଇବା —୨. Drinking of the blood of a killed being.