ରକ୍ତ ପାତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(୬ଷ୍ଠୀ ତତ୍) ସମ୍ପାଦନା

୧. ହତପ୍ରାଣୀର ଦେହରୁ ରକ୍ତ ବାହାରିବା —୧. The spilling or blood of a slaughtered animal on the ground.
୨. ରକ୍ତ ବାହାର କରିବାଦ୍ୱାରା ହତ୍ୟା ବା ଗୁରୁତର ଆଘାତ —୨. Murder or grievous hurt caused by shedding of blood; bloodshed.
୩. ରକ୍ତନିର୍ଗମନ; ରକ୍ତ ବୋହିବା ରକ୍ତସ୍ରାବ —୩. Flowing of blood; haemorrhage.
୪. ଗର୍ଭରୁ ପ୍ରସବକାଳୀନ ରକ୍ତରନିଃସରଣ — ୪. Uterine haemorrhage.