ରକ୍ତ ପାଣି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଲକ୍ଷଣାର୍ଥ) ସମ୍ପାଦନା

ଚିନ୍ତାରେ ବା ଭୟରେ ଆତୁର ବା ଛାନିଆ ହେବା —Being struck with terror or anxiety.

[ ରକ୍ତ ପାଣି ଫାଟି ଯିବା, ରକ୍ତ ପାଣେଇ ଯିବା—ଅନ୍ୟରୂପ ]