ରକ୍ତ ପତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (କର୍ମଧା) ନାଲିଆ ପତ୍ର —୧. Red leaf.
୨. (ବହୁବ୍ରୀହି) ରକ୍ତ କଇଁ —୨. Red water-lily.

ବିଶେଷଣ -(ବହୁବ୍ରୀହି) ସମ୍ପାଦନା

୧. ନାଲି ପତ୍ରଯୁକ୍ତ —୧. Red-leafed.
୨. ନାଲି ପାଖୁଡ଼ା— ଯୁକ୍ତ —୨. Red-petalled.