ରକ୍ତ ପତାକା
ରକ୍ତ ପତାକା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ନାଲିଆ ବର୍ଣ୍ଣର ପତାକା — ୧. Red flag.
- ୨. (ଲକ୍ଷଣାର୍ଥ)— ଯୁଦ୍ଧରେ ବା ହତ୍ୟାରେ ରକ୍ତ କ୍ଷୟ ହେବାର ଆନ୍ଦୋଳନରେ ବା ଉଦ୍ୟମରେ ନେତୃତ୍ୱ —୨. Leadership of a movement where bloodshed is invitable.
- ୩. ହତ ଶତ୍ରୁର ରୁଧିରଞ୍ଜିତ ପତାକା —୩. Bloody flag; flag besmeared with the blood of the killed enemy.