ରକ୍ତ ପଛୁଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ଖେରଧା ଓ ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ଔଷଧ ଗୁଳ୍ମ —Name of a medicinal plant; Gouānia Leptostachya

[ ଦ୍ର— ଏହି ଗଛ ୮/୧: ହାତ ପର୍ଯ୍ୟନ୍ତ ଉଚ୍ଚ ହୁଏ ଗଛର ମୂଳରୁ ଗଣ୍ଡିର ଶେଷ ପର୍ଯ୍ୟନ୍ତ ବକଳ ନାଲି ଓ ଆଗଆଡ଼କୁ ଧଳା ଏହାର ଛେଲିକୁ ଗୋଲମରିଚ ମିଶାଇ ବାଟି ପିଛୁଳି, ବାଘୀ ଓ ବ୍ରଣ ଉପରେ ଦେଲେ ସେ ସବୁ ନ ପାଚି ବସିଯାଏ]